Thursday, August 20, 2026
ADVERTISEMENT
Home ଆଞ୍ଚଳିକ ପୁରୀ ଅଂଚଳରେ ସାଙ୍ଗ ପାଲଟିଲା ସୈତାନ୍।

ପୁରୀ ଅଂଚଳରେ ସାଙ୍ଗ ପାଲଟିଲା ସୈତାନ୍।

22
ADVERTISEMENT

ପୁରୀ ,୧୦/୫(ଡ଼ି.ଏଚ ବ୍ୟୁରୋ):- ପୁରୀ ଅଂଚଳରେ ସାଙ୍ଗ ପାଲଟିଲା ସୈତାନ୍। ନିଜ ସାଙ୍ଗକୁ ମାରି ରାସ୍ତା କଡ଼ରେ ଫୋପାଡ଼ି ଦେଇ। ଦୁର୍ଘଟଣାର ରୂପ ଦେଇଥିଲl ସାଙ୍ଗ। ଘଟଣାର ତଦନ୍ତ ପରେ ପୁରୀ ସଦର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ନୟାଗଡର ପିଣ୍ଟୁ ମାଝୀ ସହିତ ପୁରୀ ଖଡ଼ିପଦା ଗ୍ରାମର ଅକ୍ଷୟ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ମୃତକଙ୍କ ପରିଚୟ ଅନିଲ ରଞ୍ଜନ ପାଣି ବୋଲି ଜଣାପଡ଼ିଛି।

Advertisement