ଭୁବନେଶ୍ଵର,୧୦/୫(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଭୁବନେଶ୍ଵରର ବରମୁଣ୍ଡା ଓଭରବ୍ରିଜରେ ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ହୋଇଛି ଟ୍ରକ୍ l ଦୁର୍ଘଟଣାରେ ବାଇକ ଓ ସ୍କୁଟି ଆରୋହୀଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇସ୍ଥାନୀୟ ହସ୍ପିଟାଲ ରେ ଭର୍ତି । ଏବଂ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।















