ବ୍ରହ୍ମପୁର:-ଯାତ୍ରୀବାହୀ ବସ୍-ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା,ଟ୍ରକ ଚାଳକଙ୍କ ମୃତ୍ୟୁ।

2
ADVERTISEMENT

ବ୍ରହ୍ମପୁର,୦୯।୦୫(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୋଦଳା ଥାନା ନିକଟସ୍ଥ ବାଲିଢାବା ସମ୍ମୁଖରେ ଦୁର୍ଗା ମାଧବ ନାମକ ଯାତ୍ରୀବାହୀ ବସ୍-ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ଏବଂ ଆହତଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisement