କେନ୍ଦୁଝର,୦୮/୫(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ମସିଣାବିଲା ଛକରେ ଭାରସ୍ୟାମ ହରାଇ ମା ପଦ୍ମାବତୀ’ ନାମକ ଯାତ୍ରୀବାହି ବସ୍ କୁ ଧକ୍କାଦେଲା ଲୁହାପଥର ବୋଝେଇ ହାଇୱା । ଏଥିରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ଥିବାବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ର ତଦନ୍ତ ଆରମ୍ଭ । ଏବଂ ବସ ଟି ପାଣ୍ଡୁପାଣିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ।

















