ଭଦ୍ରକ,୦୮/୫(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ୧୬ ନମ୍ୱର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକର ପଛ ପଟୁ ଧକ୍କା।ଦେଲା ବୋଲେରୋ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ସମସ୍ତ ବୋଲେରୋ ଯୋଗେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଥିଲେ ।

















