ବ୍ରହ୍ମପୁର,୦୮/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଭଞ୍ଜନଗର ନିକଟ ମୁଦୁଲୀପଲ୍ଲୀ ଗ୍ରାମରେ ଶାଶୁ ବୋହୁ ବିଲକୁ ଯାଇଥିବାବେଳେ ବାଉଁଶ ବୁଦା ଭୁସୁଡ଼ି ଶାଶୁ ବୋହୁଙ୍କ ମୃତ୍ୟୁ l କାଳବୈଶାଖୀ ବର୍ଷା ପବନଯୋଗୁଁ ଉଭୟ ବାଉଁଶ ବୁଦା ମୂଳେ ଆଶ୍ରୟ ନେଉଥିବାବେଳେ ସେହି ସମୟରେ ବାଉଁଶ ବୁଦାଟି ଭୁସୁଡ଼ି ଶାଶୁ ବୋହୁଙ୍କ ଉପରେ ଚାପିହୋଇ ଯାଇଥିଲା । ଫଳରେ ଉଭୟେ ଶାଶୁ ବୋହୁ ଶୈଳ ବିଷୋୟୀ ଓ ସନ୍ତୋଷିନୀ ବିଶାୟୀଙ୍କ ମୃତ୍ୟୁ ଘଟିଥିଲା ।

















