ମୟୂରଭଞ୍ଜ,୦୭।୦୫(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାର ବଙ୍ଗଳା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଲୁଟ । ଦୁର୍ବୃତ୍ତ ମାନେ ସିସିଟିଭି କ୍ୟାମେରାରେ ରଙ୍ଗ ଲଗେଇ ଗ୍ୟାସ କଟର ସାହାର୍ଯ୍ୟରେ ଏଟିଏମ କାଟି ସମସ୍ତ ଟଙ୍କା ଲୁଟି ନେଇଥିବା ଅନୁମାନ କରାଯାଉଥିବାବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


















