ରାସ୍ତାକଡ଼ରେ ଝୁଲୁଛି ଝୁଲନ୍ତା ମୃତଦେହ ।

2
ADVERTISEMENT

ସୋନପୁର,୦୭।୦୫(ଡ଼ି.ଏଚ ବ୍ୟୁରୋ):-ରାସ୍ତାକଡ଼ରେ ଝୁଲୁଛି ଝୁଲନ୍ତା ମୃତଦେହ । ସୋନପୁର ଜିଲ୍ଲା ବିନିକା ଥାନା ଗୁଲୁଣ୍ଡା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Advertisement