Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ପଞ୍ଚାୟତରେ କାର୍ଯ୍ୟରତ ଏଡିଓ ଦେବେନ୍ଦ୍ର ସାହୁ ଏବଂ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ...

ଭିଜିଲାନ୍ସ ଜାଲରେ ପଞ୍ଚାୟତରେ କାର୍ଯ୍ୟରତ ଏଡିଓ ଦେବେନ୍ଦ୍ର ସାହୁ ଏବଂ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି ।

20
ADVERTISEMENT

ଭୁବନେଶ୍ୱର,o୬/୫(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଓ ଦେବେନ୍ଦ୍ର ସାହୁ l ସେ ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ ଆବାସ ଯୋଜନାର ବିଲ୍ କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ରାସାୟନିକ ପ୍ରଲେପ ଲାଗିଥିବା ସେହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ସେହିଭଳି ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି । ସେ ଜଣେ ଆବେଦନକାରୀଙ୍କଠାରୁ ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହlତରେ ଧରାପଡ଼ିଛନ୍ତି ।

Advertisement