ମାଆକୁ ଧକ୍କା ଦେଇ ୩ ବର୍ଷର ପୁଅ ଉପରେ ଚଢ଼ିଗଲା ବସ୍।

3
ADVERTISEMENT

ବାରିପଦା,୦୫/୦୫(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବାରିପଦା ଘରୋଇ ବସଷ୍ଟାଣ୍ଡରେ ମାଆକୁ ଧକ୍କା ଦେଇ ୩ ବର୍ଷର ପୁଅ ଉପରେ ଚଢ଼ିଗଲା ବସ୍। ହେଲେ ମାଆ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବାରିପଦା ମେଡିକାଲରେ କୁନି ପିଲାଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଡ୍ରାଇଭରର ଅସାବଧାନତା ହେତୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା l ଏବଂ ସ୍ଥାନୀୟ ପୋଲିସର ତଦନ୍ତ ଜାରି ରହିଛି l

Advertisement