ଆଜି ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

3
ADVERTISEMENT

ନୂଆଦିଲ୍ଲୀ,୦୪।୦୫(ଡ଼ି.ଏଚ ବ୍ୟୁରୋ):-ଆଜି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏଥିସହ ଗୁଜରାଟର ଉମରେଠୀ ଏବଂ ମହାରାଷ୍ଟ୍ରର ବାରାମତୀ ଉପନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ଏଥି ପାଇଁ ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହୋଇଯାଇଛି। ତେବେ କିଏ ମାରିବ ବାଜି,ଜନାଦେଶ ବା ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, ତାକୁ ଚାହିଁ ରହିଛନ୍ତି ଦେଶବାସୀ।

Advertisement