Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ବିଟେକ୍ ଛାତ୍ରଙ୍କ ମୃତଦେହ ଠାବ।

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ବିଟେକ୍ ଛାତ୍ରଙ୍କ ମୃତଦେହ ଠାବ।

21
ADVERTISEMENT

ଭୁବନେଶ୍ୱର,୦୩।୦୫(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବରରେ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ବିଟେକ୍ ଛାତ୍ରଙ୍କ ମୃତଦେହ ଠାବ। ସେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶ୍ୱାସ ସ୍ୱାଇଁ। ଫଳରେ ଭୁବନେଶ୍ୱର ରାଜଧାନୀରେ ଛାତ୍ର ମୃତ୍ୟୁକୁ ନେଇ ଉତେଜନା ଲାଗି ରହିଥିବାବେଳେ ସ୍ଥାନୀୟପୋଲିସ ର ତଦନ୍ତ ଜାରି l

Advertisement