ବିଦ୍ୟୁତ ତାର ସଂପର୍ଶରେ ଆସି ବଡ ମାଆ ଓ ନାବାଳକ ପୁଅ ମୃତ।

1
ADVERTISEMENT

ଦେବଗଡ,୦୩।୦୫(ଡ଼ି.ଏଚ ବ୍ୟୁରୋ):-ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା କମାରପାଳ ଗ୍ରାମରେ ବିଦ୍ୟୁତ ତାର ସଂପର୍ଶରେ ଆସି ବଡ ମାଆ ଓ ନାବାଳକ ପୁଅ ମୃତ। ବଗିଚାରେ ପାଣି ମଡାଇବାକୁ ବିଦ୍ୟୁତ ପାଣି ପମ୍ପ ଲାଗିଥିବା ବେଳେ ସେହି ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ଘଟିଛି । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisement