ଆସ୍କା,୦୩।୦୫(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସ୍କା ଗାଙ୍ଗପୁର ଥାନା ଖଇରପୁଟି ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର । ସ୍ତ୍ରୀ ରଶ୍ମିତା ବିଷୋୟୀ ଦଶ ହଜାର ଟଙ୍କା ନ ଦେବାରୁ ସ୍ଵାମୀ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବଂ ଉକ୍ତ ଘଟଣାକୁ ନେଇ ଗାଙ୍ଗପୁର ଥାନା ପୋଲିସ ର ତଦନ୍ତ ଜାରି l



















