ଯୁବତୀଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ଭାବରେ ପଥରେ ଛେଚି ହତ୍ୟା ଉଦ୍ୟମ ହୋଇଛି l

1
ADVERTISEMENT

ଢେଙ୍କାନାଳ,୦୧/୫(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ଭାବରେ ପଥରେ ଛେଚି ହତ୍ୟା ଉଦ୍ୟମ ହୋଇଛି l ଯୁବତୀ ଜଣକ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସିତ ହେlଉଥିବାବେଳେ ଏହି ମାମଲାରେ ପୋଲିସ ତନାଘନା ଆରମ୍ଭ କରିଛି। ସେ ଗତ ୨୭ ତାରିଖ ନିଜ ଘର ପାଖ ସାପୁଆ ନଈକୁ ଗାଧୋଇବାକୁ ଯାଇଥିଲେ ।

Advertisement