Thursday, August 13, 2026
ADVERTISEMENT
Home ଆଞ୍ଚଳିକ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି l

କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି l

25
ADVERTISEMENT

ଭୁବନେଶ୍ୱର,୨୯।୦୪(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ମେ’ ୪ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣ ଜିଲାଗୁଡିକରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି lଏବଂ ବିଶେଷ ତାତି ଅନୁଭୂତ ହେବାର ଆଶଙ୍କା ନାହିଁ। କିନ୍ତୁ ବଲାଙ୍ଗିର, ଟିଟିଲାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାରେ ପାରଦ ୪୧ଡିଗ୍ରୀ ପାଖାପାଖି ରହିପାରେ।

Advertisement