ଭୁବନେଶ୍ୱର,୨୮।୦୪(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ଚୋରାରେ ଗ୍ୟାସ୍ ସିଲିଣ୍ଡର ବିକ୍ରି ବେଳେ ପୋଲିସର ଅତର୍କିତ ଭାବେ ଚଢାଉ । ଏହି ଚଢାଉରେ ପୋଲିସ ଏକ ଟେମ୍ପୋ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଜବତ କରି ସମସ୍ତ ଗ୍ୟାସ୍ ସିଲିଣ୍ଡର ସିଜ୍ କରିଥିଲା । ଏହାସହ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି କରୁଛି ।


















