‘ନିରୀକ୍ଷଣ ସାଥୀ’ ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି।

3
ADVERTISEMENT

ଧରାକୋଟ,୨୮।୦୪(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଦୁର୍ଗମ ଅଞ୍ଚଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନିରୀକ୍ଷଣ ସାଥୀ’ ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭହୋଇଛି। ଏଣିକି ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଆଉ ଖଟିଆରେ ବୁହା ହେବାକୁ ପଡ଼ିବନି। ନିରୀକ୍ଷଣ ସାଥୀ’ ନାମକ ଏହି ଯୋଜନା ମାଧ୍ୟମରେ ଅପହଞ୍ଚ ଇଲାକାରେ ଏବେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା (Free Auto Ambulance Service) ଉପଲବ୍ଧ ହେବ।

Advertisement