ଭାରସାମ୍ୟ ହରାଇ ଟାଟାଏସି ଓଲଟି ପଡିବl ଫଳରେ ୧୫ ଜଣ ଶ୍ରମିକ ଆହତ ।

1
ADVERTISEMENT

ବାଲେଶ୍ୱର,୨୭।୦୪(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର ବାଲିକତିରଣ ଛକ ନିକଟରେ ଭାରସାମ୍ୟ ହରାଇ ଟାଟାଏସି ଓଲଟି ପଡିବl ଫଳରେ ୧୫ ଜଣ ଶ୍ରମିକ ଆହତ । ସମସ୍ତ ବରଯାତ୍ରୀରେ ଡିଜେ ଓ ଲାଇଟ କାମ ସାରି ଫେରୁଥିବା ବେଳେ ଟାଟାଏସିଟି ଓଲଟି ପଡିଥିଲା l ଏବଂ ସେମାନଙ୍କ ମଧ୍ୟରୁ ୫ ଜଣ ଗୁତୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ।

Advertisement