Thursday, August 20, 2026
ADVERTISEMENT
Home ଆଞ୍ଚଳିକ ବାହାଘର ପ୍ରୋସେସନ ବେଳେ ଆକାଶକୁ ସଂଘବଧ ଆକ୍ରମଣ।

ବାହାଘର ପ୍ରୋସେସନ ବେଳେ ଆକାଶକୁ ସଂଘବଧ ଆକ୍ରମଣ।

20
ADVERTISEMENT

ପୁରୁଷୋତ୍ତମପୁର,୨୭।୦୪(ଡ଼ି.ଏଚ ବ୍ୟୁରୋ):-ଗଂଜାମ ପୋଲସରା ବ୍ଳକ ବାଲିଘାଇ ଗାଁରେ ବଡ଼ ଭାଇର ବାହାଘର ପ୍ରୋସେସନ ବେଳେ ସାନ ଭାଇ ଆକାଶକୁ ସଂଘବଧ ଆକ୍ରମଣ। ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀଙ୍କ ସହ ଆକାଶଙ୍କ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌରହରିର ଅନ୍ୟ ସହଯୋଗୀ ମିଶି ଆକାଶକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Advertisement