ଭୁଲ ଇଂଜେକସନ ନେଇ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

3
ADVERTISEMENT

ବାସୁଦେବପୁରୁ,୨୭।୦୪(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ବାସୁଦେବପୁରୁ ଡାକ୍ତରଖାନାରେ ଭୁଲ ଇଂଜେକସନ ନେଇ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବଂ ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିବା ସହ ଉତ୍ତେଜନା କରିଛନ୍ତି । ନାବାଳକ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଥିଲା। ସେ ଡାକ୍ତରଙ୍କ ଲିଖିତ ଅନୁଯାୟୀ ଇଂଜେକସନ୍ ନେବା ପରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା ।

Advertisement