ବରଗଛକୁ ଧକ୍କା ଦେଲା ବାଇକ୍,ବାଇକ୍ ଚାଳକଙ୍କର ମୃତ୍ୟୁ l

1
ADVERTISEMENT

ଜରଡ଼ା,୨୬/୦୪(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଜିଲୁଣ୍ଡା ସାଗର ନିକଟରେ ବରଗଛକୁ ଧକ୍କା ଦେଲା ବାଇକ୍ l ଦୁର୍ଘଟଣାରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ ବାଇକ୍ ଚାଳକ ଆନ୍ଧ୍ରପ୍ରଦେଶ ଗୋବିନ୍ଦପୁରର ରବୀନ୍ଦ୍ର ଗୌଡ(୪୪) ବୋଲି ସୂଚନା । ଖବର ପାଇ ଜରଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି।

Advertisement