Saturday, August 8, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ପ୍ରେମିକର ଆତ୍ମହତ୍ୟା ସହି ନପାରି ଜୀବନ ହାରିଲା ପ୍ରେମିକା।

ପ୍ରେମିକର ଆତ୍ମହତ୍ୟା ସହି ନପାରି ଜୀବନ ହାରିଲା ପ୍ରେମିକା।

24
ADVERTISEMENT

ଅନୁଗୋଳ,୨୫।୦୪ (ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ପ୍ରେମିକର ଆତ୍ମହତ୍ୟା ସହି ନପାରି ଜୀବନ ହାରିଲା ପ୍ରେମିକା। ଉଭୟ କିଛିଦିନ ପୂର୍ବରୁ ଫେରାର ହୋଇ ଯାଇଥିଲେ । ପୁଲିସ ତଦନ୍ତ କରି ଉଭୟଙ୍କୁ ଉଦ୍ଧାର କରି ନାବଳିକା ପ୍ରେମିକା କୁ ସଖୀ ସେଣ୍ଟରରେ ରଖଥିଲା। ଗତକାଲି ପ୍ରେମିକ ଆତ୍ମହତ୍ୟା କରିଥିବା କଥା ଜାଣି ପାରିବା ପରେ ବିଳମ୍ବିତ ରାତିରେ ପ୍ରେମିକା ଜୀବନ ହାରିଛି।

Advertisement