ହାତୀ ଆକ୍ରମଣରେ ମାଆ ପୁଅ ମୃତ।

3
ADVERTISEMENT

ଆଠଗଡ଼,୨୩।୦୪ (ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଆଠଗଡ଼ ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ ଗ୍ରାମରେ ହାତୀ ଆକ୍ରମଣରେ ମାଆ ପୁଅ ମୃତ। ମାଆ ସସ୍ମିତା ନାଏକ ଓ ପୁଅ ପ୍ରିୟାଂଶୁ ନାଏକ ଘର ପଛପଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରି ଥିଲl । ସେପଟେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଲୋକ ଦେବଭୂଇଁ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

Advertisement