Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଜନଗଣନା ବେଳେ ୪ ଜଣ ଜନଗଣନା ଅଧିକାରୀଙ୍କୁ ନିସ୍ତୁକ ମାଡ଼ l

ଜନଗଣନା ବେଳେ ୪ ଜଣ ଜନଗଣନା ଅଧିକାରୀଙ୍କୁ ନିସ୍ତୁକ ମାଡ଼ l

25
ADVERTISEMENT

କାମାକ୍ଷାନଗର,୨୩।୦୪ (ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁରରେ ଜନଗଣନା ବେଳେ ୪ ଜଣ ଜନଗଣନା ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରି ଗାଡି ଭାଙ୍ଗିଦେଲେ ବାପା ଓ ଦୁଇ ପୁଅ । । ଆକ୍ରମଣର ଶିକାର ଅଧିକାରୀ ମାନେ ହେଲେ ଜନଗଣନା ଚାର୍ଜ କିରାଣୀ ରଘୁନାଥ ଦୀକ୍ଷିତ, ସର୍କଲ-୨ର ସୁପରଭାଇଜର ମଧୁସ୍ମିତା ବେହେରା, କର୍ମଚାରୀ ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା । ଏବଂ ଅଭିଯୁକ୍ତ ବାପା-ପୁଅଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Advertisement