ଅନୁଗୁଳ,୨୨।୦୪(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମରେ ବାହାଘର ବରଯାତ୍ରୀ ରୋଷଣି ବେଳେ ଗୁଳିକାଣ୍ଡ l ଏଥିରେ ୨ ଜଣ ଗୁରୁତର ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି । ଗୁଳିଚାଳନା କରିଥିବା ବ୍ୟକ୍ତିଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଖବର ପାଇ ଆଠମଲ୍ଲିକ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

















