ପୁରୀ,୨୨।୦୪(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଲଜ୍ଜା । ସ୍ଥାନୀୟ ସାତପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ଯୁବକ ୬ ବର୍ଷର ନାବାଳିକାଙ୍କୁ ହାତ ବାନ୍ଧି, ପାଟିରେ ଲୁଗା ଦେଇ ଦୁଷ୍କର୍ମ କରିଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ଏବଂ ଘଟଣାରେ ବ୍ରହ୍ମଗିରି ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ତଦନ୍ତ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛି ।

















