ବଲାଙ୍ଗୀର,୨୨।୦୪(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ସହର ପାଟନେଶ୍ୱରୀ ମନ୍ଦିର ସମ୍ମୁଖରେ ଭାରସାମ୍ୟ ହରାଇ ବସ୍ ତଳକୁ ପଶିଗଲା ବାଇକ୍ । ଯାହାଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ କୁ ଜବତ କରି ଛାନବିନ ଜାରି ରଖିଛି । ଏବଂ ବାଇକ୍ ରେ ଆସୁଥିବା ଯୁବକ ଜଣଙ୍କ ଖୁବ ଦ୍ରୁତ ଗତିରେ ଆସୁଥିଲେ ବୋଲି ସୂଚନା ।

















