ବ୍ରହ୍ମପୁର,୨୦।୦୪(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ। ମୃତକ ଦୁହେଁ ଲାଲସିଙ୍ଗି ଗ୍ରାମ ର କାହ୍ନୁ ପ୍ରଧାନ ଏବଂ ଆଶୁତୋଷ ଭୂୟାଁ ହୋଇଥିବାବେଳେ ଉଭୟ ସାଙ୍ଗ ମାନଙ୍କ ସହ ଘାଇକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ହଠାତ ଦୁଇଜଣଙ୍କ ଗୋଡ ଖଯିବାରୁ ଗଭୀର ପାଣିଭିତରକୁ ପଳାଇଥିଲେ।


















