ବ୍ରହ୍ମପୁର,୨୦।୦୪(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ରେଳଷ୍ଟେସନରୁ ୩୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରେଳ ସୁରକ୍ଷା ବଳ ଏବଂ ରେଲୱେ ଶିଶୁ ହେଲ୍ପ ଡେସ୍କର ମିଳିତ ସହଯୋଗରେ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମସ୍ତ ଟ୍ରେନ ଯୋଗେ ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିଲେ l ଏବଂ ଶିଶୁଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା l


















