ବୌଦ୍ଧ,୨୦।୦୪(ଡ଼ି.ଏଚ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ୫୭ ଜାତୀୟ ରାଜପଥ ଜନାପଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇ ଜଳିଗଲା କାର୍ । ଏଥିରେ ନବଜାତ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇ ସମସ୍ତ ବୌଦ୍ଧ ମେଡିକାଲରେ ଭର୍ତ୍ତି । ଏବଂ ସମସ୍ତ କାର ଯୋଗେ ଟିଟିଲାଗଡରୁ ବୌଦ୍ଧ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।


















