ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ।

1
ADVERTISEMENT

ବାରିପଦା,୧୮।୦୪(ଡ଼ି.ଏଚ ବ୍ୟୁରୋ):-ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ ଓ ଜଣେ ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଦେଇଛି କଂଗ୍ରେସ । ତେବେ ଏହି ବନ୍ଦ ଲାଗି ବିଭିନ୍ନ ସ୍ଥାନରେ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ଠପ୍ ରହିଛି ।

Advertisement