ପୁରୀ ରତ୍ନଭଣ୍ତାରରେ ଗଣତିମଣତି ସ୍ବଚ୍ଛତାର ସହ ସରିଛି।

2
ADVERTISEMENT

ପୁରୀ,୧୭।୦୪(ଡ଼ି.ଏଚ ବ୍ୟୁରୋ):-ପୁରୀ ରତ୍ନଭଣ୍ତାରରେ ଗଣତିମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପାରୁ ଚଳନ୍ତି ଭଣ୍ଡାର ଓ ବାହାର ରତ୍ନଭଣ୍ଡାର ଗଣତି ସ୍ବଚ୍ଛତାର ସହ ସରିଛି। ଏବଂ ୧୯୭୮ ତାଲିକା ସହ ସମ୍ପୂର୍ଣ୍ଣ ଭାବେ ସଠିକ୍ ମେଳକ ହୋଇଛି।

Advertisement