ଗଛରେ ପିଟିହେଲା ଟ୍ରାଭେଲର,ଏଥିରେ ଜଣଙ୍କର ମୃତ୍ୟୁ ।

2
ADVERTISEMENT

ବାଲେଶ୍ଵର,୧୫।୦୪ (ଡ଼ି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ଗଛରେ ପିଟି ହେଲା ଟ୍ରାଭେଲର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାରୁ ବିବାହ କାର୍ଯ୍ୟ ସାରି ଏକ ଟ୍ରାଭେଲର ଯୋଗେ ଫେରୁଥିଲେ l

Advertisement