ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ୬୦ ଫୁଟ ତଳକୁ ଖସିଲା OSRTC ବସ୍ ଭଲବୋ ।

ଭାରସାମ୍ୟ ହରାଇ ୬୦ ଫୁଟ ତଳକୁ ଖସିଲା OSRTC ବସ୍ ଭଲବୋ ।

23
ADVERTISEMENT

ପଟାଙ୍ଗୀ,୧୧।୦୪(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଭାରସାମ୍ୟ ହରାଇ ୬୦ ଫୁଟ ତଳକୁ ଖସିଲା OSRTC ବସ୍ ଭଲବୋ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇ ସ୍ଥାନୀୟ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି ।ଉକ୍ତ ଯାତ୍ରାବାହୀ ବସଟି ଭବାନୀପାଟଣାରୁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାକୁ ଯାଉଥିଲା। ଏବଂ ଉଦ୍ଧାର କାର୍ଯ୍ୟରେ ପଟ୍ଟାଙ୍ଗି ଅଗ୍ନିଶମ ବିଭାଗ କର୍ମଚାରୀ,ଓ ସୁଙ୍କି ଥାନା ପୁଲିସ ନିୟୋଜିତ ଅଛନ୍ତି ।

Advertisement