Thursday, August 13, 2026
ADVERTISEMENT
Home ଆଞ୍ଚଳିକ ସ୍ତ୍ରୀର ତଣ୍ଟି କାଟି ହତ୍ୟାକଲା ସ୍ୱାମୀ।

ସ୍ତ୍ରୀର ତଣ୍ଟି କାଟି ହତ୍ୟାକଲା ସ୍ୱାମୀ।

29
ADVERTISEMENT

ଭୁବନେଶ୍ୱର ,୦୯।୪(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି କରୁଛି। ଏବଂ ଅଭିଯୁକ୍ତ ସ୍ୱାମୀ ଦେବ ରାୟ ଷଢଙ୍ଗୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିବାବେଳେ ସେ ମାନସିକ ରୋଗୀ ଥିବା ସୂଚନା ।

Advertisement