ଭୁବନେଶ୍ୱର,୦୯।୪(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଏଲପିଜି ଗ୍ୟାସ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର। କେବଳ ପରିଚୟପତ୍ର ଦେଖାଇ ୫ କେଜିର ଗ୍ୟାସ ନେଇପାରିବେ । ୫କେଜି ଟାଙ୍କି ସହ ୧୫୩୭ଟଙ୍କା, କେବଳ ରିଫିଲିଂ ପାଇଁ ୫୯୩ଟଙ୍କା ପଡିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ତରରେ ରିଫିଲିଂ ହେବ। ଅନ୍ୟ ସିଲିଣ୍ତର ହେବନି।


















