ଆଞ୍ଚଳିକରାଜ୍ୟ ନିଜ ଗାଡିର ନମ୍ବର ପ୍ଲେଟରେ ପୁଲିସ ଲୋଗୋ ଲଗାଇଲେ ଗାଡି ହେବ ଜବତ। By Dunia Halchal - April 8, 2026 29 Share FacebookXPinterestWhatsApp ADVERTISEMENT ଭୁବନେଶ୍ଵର,୦୮।୪(ଡ଼ି.ଏଚ ବ୍ୟୁରୋ):-ଏଣିକି ନିଜ ଗାଡିର ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ପୁଲିସ କିମ୍ବା ଓଡିଶା ମାନବ ଅଧିକାର ଆୟୋଗ ଲୋଗୋ ଲଗାଇଲେ ଗାଡି ହେବ ଜବତ। ଏନେଇ ରାଜ୍ୟରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଙ୍କୁ ରାଜ୍ୟ ପରିବହନ କମିଶନର ନିର୍ଦେଶ ଦେଇଛନ୍ତି । Advertisement