ADVERTISEMENT
Home ଆଞ୍ଚଳିକ ହରିଦ୍ୱାରରେ ନିର୍ମିତ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଧୁମଧାମରେ ଆରମ୍ଭ l

ହରିଦ୍ୱାରରେ ନିର୍ମିତ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଧୁମଧାମରେ ଆରମ୍ଭ l

29
ADVERTISEMENT

ଭୁବନେଶ୍ୱର,୦୭।୪(ଲିପିକା ରାଣୀ ରାଉତ):-ଭୂମାନିକେତନ ଭୂପତିୱାଲା ହରିଦ୍ୱାର ଠାରେ କରାଯାଇ ଥିବା ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଵିଧି ମୁତାବକ ବାଜା ଶଙ୍ଖ ଘଣ୍ଟା ଓ ମହିଳା ଭକ୍ତ ମାନଙ୍କ ଙ୍କହୁଳହୁଳି ରେ ପୂଜା କରା ଯାଇ ଗଙ୍ଗା ନଦୀରୁ ପାଣି ଅଣାଯାଇ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଓଡିଶା ତଥା ପାଖ ଅଂଚଳ ରୁ ଆସି ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନେ ଅପୂର୍ବ ଉତ୍ସାହ ସହିତ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ଗତ କାଲି ଓଡିଶା ରୁ ପ୍ରାୟ 80 ଜଣ ଆସି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ, ଇ ରବିନାରାୟଣ ମହାପାତ୍ର, କନକଲତା ମହାପାତ୍ର କର୍ତ୍ତା ଓ କର୍ତ୍ତୀ ଭାବେ ସକାଳେ ସମସ୍ତ ଙ୍କ ସହିତ କଳସ ଯାତ୍ରା ରେ ଯାଇ ଗଙ୍ଗା ନଦୀ କୁଳରେ ପହଂଚି ଥିଲେ l

ମହାପ୍ରଭୁ ଙ୍କ ରୀତି ନୀତି ଓ ଉପାସନା କାର୍ଯ୍ୟକ୍ରମ କରାଯାଇ କଳସ ରେ ଗଙ୍ଗା ନଦୀରୁ ପାଣି ଅଣା ଯାଇ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଇଚ୍ଛାରେ ହିଁ ଏହି ମନ୍ଦିର ନିର୍ମିତ ହୋଇଛି, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାର ଓ ଶ୍ରୀ ଜଗନ୍ନାଥ ପ୍ରଚାର ସଂସ୍ଥାନ ପକ୍ଷରୁ ସମସ୍ତ ପ୍ରମୁଖ କର୍ମ କର୍ତ୍ତା ମାନେ ଏହି ପବିତ୍ର କଳସ ଯାତ୍ରା ରେ ଯୋଗ ଦେଇଥିଲେ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଓଡିଶାଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ ଡ୍ରଗ୍ସ ଉପରେ ନିର୍ବାଚନ କମିଶନଙ୍କ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ,ଓ ପୁଡ଼ୁଚେରୀରୁ ୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରାଯାଇଛି ।

Advertisement