ସୋର,୦୬।୪(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥର ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଟ୍ରକର ପଛକୁ ପିଟିଲା ଅନ୍ୟ ଏକ ଟ୍ରକ୍, । ଫଳରେ ପଛ ଟ୍ରକରେ ଥିବା ୩ ଜଣକର ଗାଡ଼ି ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିବାବେଳେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।



















