ପାଟିରେ ଜୀବନ୍ତ କଉମାଛ ପଶିଯିବାରୁ ଯୁବକଙ୍କ ମୃତ୍ୟୁ ।

9
ADVERTISEMENT

ବାଙ୍ଗିରିପୋଷି,୪।୪(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଯୁବକଙ୍କ ମୃତ୍ୟୁ । ସେ ପୋଖରୀରେ ମାଛ ଧରିବା ବେଳେ ଏକ ଜୀବନ୍ତ କୋଉ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲl। ହେଲେ ଅସାବଧାନତାରୁ ମାଛଟି ତାଙ୍କ ପାଟି ଭିତରକୁ ଗଳିପଡ଼ି ଶ୍ୱାସନଳୀରେ ଅଟକି ଯାଇଥିଲା।

Advertisement