Saturday, August 8, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗରୁ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଦୁଇ ଗିରଫ ।

ଅବକାରୀ ବିଭାଗରୁ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଦୁଇ ଗିରଫ ।

29
ADVERTISEMENT

ସମ୍ବଲପୁର,୪।୪(ଡ଼ି.ଏଚ ବ୍ୟୁରୋ):- ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଜାଲିଆତି କରି ୩.୬୭ କୋଟି ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ୨୩.୪୬ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଘଟଣାରେ ସମ୍ପୃକ୍ତ ଜଣେ ଅବସରପ୍ରାପ୍ତ ଏଏସ୍ଆଇ ଫେରାର l ଅଡିଟ ସମୟରେ ଅନିୟମିତତା ଜଣାପଡ଼ିବା ପରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦିଆଯାଇଥିଲା।

Advertisement