କଟକ ବାଦାମବାଡ଼ି ଅଞ୍ଚଳରେ ତିନି ମହଲା କୋଠାରୁ ପଡ଼ି ଯୁବତୀ ମୃତ।

15
ADVERTISEMENT

କଟକ,୧।୪(ଡ଼ି.ଏଚ ବ୍ୟୁରୋ):-କଟକ ବାଦାମବାଡ଼ି ଅଞ୍ଚଳରେ ତିନି ମହଲା କୋଠାରୁ ପଡ଼ି ଯୁବତୀ ମୃତ। ମୃତ ଯୁବତୀ ବର୍ଷା ତ୍ରିପାଠୀ ହୋଇଥିବାବେଳେ ତାଙ୍କ ଘର ଜଗତସିଂହପୁର ଅଂଚଳର ବୋଲି ସୂଚନା । ଏବଂ ସେ ଫୋନ୍ ରେ କଥା ହେଉଥିବା ବେଳେ କିପରି ଛାତ ତଳୁ ଖସିପଡ଼ିଲେ ତାହା ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା, ତାକୁ ନେଇ ପୁଲିସର ତଦନ୍ତ ଜାରି।

Advertisement