ଆଞ୍ଚଳିକରାଜ୍ୟ ଅଟୋ ଭିତରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର। By Dunia Halchal - March 31, 2026 11 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ବର,୩୧।୩(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଅଟୋ ଭିତରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର। ଖବର ପାଇ ପୁଲିସ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଛି । ତେବେ କିଏ ଶିଶୁଟିକୁ ଆଣି ଅଟୋ ଭିତରେ ଛାଡି ପଳାଇଲା ସେ ନେଇ ତଦନ୍ତ ଜାରି ରଖିଛି । Advertisement