ADVERTISEMENT
Home ଆଞ୍ଚଳିକ ଖାଲି ଗ୍ୟାସ ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି।

ଖାଲି ଗ୍ୟାସ ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି।

27
ADVERTISEMENT

କେନ୍ଦୁଝର,୩୦।୩(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ସହରର ବେଲଦାରେ ଏଚପି ଗ୍ୟାସ ନମିଳିବାରୁ ଶହ ଶହ ଉପଭୋକ୍ତା ଶଙ୍କରପୁର ଗ୍ୟାସ ଗୋଦାମ ସମ୍ମୁଖ ରେ ଖାଲି ଗ୍ୟାସ ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି। ବ୍ରାହ୍ମଶ୍ଵେର ଗ୍ୟାସ ବିତରକ ସଂସ୍ଥା ଦୀର୍ଘ ଦିନ ଧରି ଗ୍ୟାସ ଉପଭୋକ୍ତା ଙ୍କୁ ଗ୍ୟାସ ନଯୋଗାଇ କଳାବଜାରୀ କରୁଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି।

Advertisement