ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

16
ADVERTISEMENT

କୋଟିନଡ଼ା,୨୮।୩(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସ୍କା କୋଟିନଡ଼ା ଥାନା ଭେଟନଈ ଗାଁର ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଆସିକା ମେଡିକାଲ l ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ତାଙ୍କ ଚିକିତ୍ସା ଜାରି ଥିବାବେଳେ ନିଆଁ ଲାଗି ଯୁବତୀଙ୍କ ଦେହ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି ।

Advertisement