Thursday, August 20, 2026
ADVERTISEMENT
Home ଆଞ୍ଚଳିକ ପଥର ସହ ପିଟିହୋଇ ଓଲଟି ପଡ଼ିଲା ଟୁରିଷ୍ଟ ବସ୍,୫ଜଣଙ୍କର ମୃତ୍ୟୁ l

ପଥର ସହ ପିଟିହୋଇ ଓଲଟି ପଡ଼ିଲା ଟୁରିଷ୍ଟ ବସ୍,୫ଜଣଙ୍କର ମୃତ୍ୟୁ l

23
ADVERTISEMENT

ନୟାଗଡ଼,୨୮।୩(ଡ଼ି.ଏଚ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ପଥର ସହ ପିଟି ହୋଇ ଓଲଟି ପଡ଼ିଲା ଟୁରିଷ୍ଟ ବସ୍ l ଦୁର୍ଘଟଣାରେ ଗାଡି ଚାଳକଙ୍କ ସହ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତି । ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ବସଟି ବଲାଙ୍ଗୀରଯାଉଥିଲା l ଖବର ପାଇ ନୟାଗଡ଼ ପୁଲିସ ତଦନ୍ତ ଆରମ୍ଭ କରିଛ।

Advertisement