ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୋଳ ପୋଲିସ ୧୪ଜଣଙ୍କୁ ଗିରଫ କରି ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରିଛି ।

ଅନୁଗୋଳ ପୋଲିସ ୧୪ଜଣଙ୍କୁ ଗିରଫ କରି ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରିଛି ।

24
ADVERTISEMENT

ଅନୁଗୋଳ,୨୭।୩(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ସହରର ବିଭିନ୍ନ ସ୍ଥାନରୁ ଅନୁଗୋଳ ପୋଲିସ ବାଇକ ଚୋରି କରୁଥିବା ୨ମୁଖ୍ୟ ଅଭିଯୁକ୍ତ ସହ ୧୪ଜଣଙ୍କୁ ଗିରଫ କରି ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ହେଲେ କୁରୁଡୋଲ ଗ୍ରାମର ଟୁକୁନା ନାଏକ(୨୭), ବଲାସିଂହା ଗ୍ରାମର ରାମଚନ୍ଦ୍ର ମହାରଣା(୨୯), ତ୍ରିପୁର ସାହୁ(୨୪), ଧୋକୁଟା ଗ୍ରାମର ରାଜ ସାହୁ(୨୩), ଜିନୁ ପ୍ରଧାନ(୨୦), ଆଠମଲ୍ଲିକ ଥାନା ହରିଡ଼ାମାଳି ଗ୍ରାମର ଜିତୁ ନାଏକ (୨୧), ପୂଲେଶ୍ୱର ଗ୍ରାମର ଭରତ ମୁଖି(୧୯), ପରତରା ଗ୍ରାମର ଅମି ନାଏକ(୨୭) ଓ ବଲାସିଂହା ଗ୍ରାମର ମୁନା ପ୍ରଧାନ(୩୨)।

Advertisement