ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରା l

17
ADVERTISEMENT

ବ୍ରହ୍ମପୁର,୨୬।୦୩(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡହ ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରା l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଘର ସମେତ ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ଯାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ଟି ଜାଗାରେ ଚଢ଼ାଉ ଜାରି କରିଛି ।ଏବଂ ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ରେ ଏହି ଚଢ଼ାଉ କରାଯାଉଥିବା ସୂଚନା ।

Advertisement