୫୪ ଗ୍ରାମ ଓଜନର ହେରୋଇନ ଜବତ ସହ ଜଣେ ଗିରଫ l

15
ADVERTISEMENT

କଟକ ,୨୫।୦୩(ଡ଼ି.ଏଚ ବ୍ୟୁରୋ):-ସାଲେପୁର ଅବକାରୀ ପୋଲିସର ଜଗତପୁର ଥାନା ପିର ବଜାର ନିକଟରେ ଚଢ଼ାଉ ବେଳେ ୫୪ ଗ୍ରାମ ଓଜନର ହେରୋଇନ ଜବତ ସହ ଜଣେ ଗିରଫ l ଅଭିଯୁକ୍ତ ଜଣକ ବାଲିଆ ଶଙ୍କରପୁରର ରେହେମାନ ଖାନ୍ ହୋଇଥିବାବେଳେ ଜବତ ହେରୋଇନର ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଚାଳିଶ ହଜାର ଟଙ୍କା ହେବ ବୋଲି ସୂଚନା ।

Advertisement